ଭେଣ୍ଡିଂ ଜୋନ୍‌ରୁ ହାତଗୁଞ୍ଜା ନେଉଛି କିଏ ? ବର୍ଷକୁ ବିଏମ୍‌ସିର ୩୦ କୋଟି ରାଜସ୍ୱହାନି

ବେଆଇନ୍‌କୁ ସ୍ୱିକୃତୀ ମିଳୁନି କି ଉଚ୍ଛେଦ ହେଉନି ଭୁବନେଶ୍ୱର: ରାସ୍ତା କଡ଼ରେ ବ୍ୟବସାୟୀମାନେ ବସିବା ପରେ ଭେଣ୍ଡିଂ ଜୋନ୍‌ର ନାମକରଣ ହେଉଛି। ବିଏମ୍‌ସି ଉଚ୍ଛେଦ କରିବାକୁ ଗଲେ ବ୍ୟବସାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶପତ୍ର ଦେଖାଉଛନ୍ତି। କିନ୍ତୁ ବେଆଇନ ହୋଇଥିବାରୁ ଭଡ଼ା ମଧ୍ୟ ଆଦାୟ କରିପାରୁ ନାହିଁ। କେତେକ ଜାଗାରେ ହାଇକୋର୍ଟଙ୍କ ଆଦେଶ ନଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରୁନାହିଁ। ଏଣେ ଗୋଟିଏ … Continue reading ଭେଣ୍ଡିଂ ଜୋନ୍‌ରୁ ହାତଗୁଞ୍ଜା ନେଉଛି କିଏ ? ବର୍ଷକୁ ବିଏମ୍‌ସିର ୩୦ କୋଟି ରାଜସ୍ୱହାନି